oom

ବିଟ୍ଟୁ ମର୍ଡର ଘଟନା ନେ ବଲାଙ୍ଗିର ଏସ୍‌ପିଙ୍କର ତୁର୍‌ତା ତୁର୍‌ତି କାର୍ଯ୍ୟାନୁଷ୍ଠାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯେନ୍‌ ଦିନ ବଲାଙ୍ଗିର୍‌ର ହାର୍ଟ ଅଫ୍‌ ଦି ଟାଉନ ନର୍‌ସିଂହ ମନ୍ଦିର ଗଲି ନେ ମର୍ଡର ହେଲା । ହେ ଦିନ ବଲାଙ୍ଗିର୍‌ର ନୂଆ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ଏସ୍‌ପି ରିଷିକେଶ ଖିଲାରୀ । ଇ ମର୍ଡର ଘଟ୍‌ନା ବଲାଙ୍ଗିର ପୁଲିସ ଲାଗି ଗୁଟେ ବଡ୍‌ଗଖା ଚ୍ୟାଲେଂଜ ହେଇ ଠିଆ ହୋଇଥିଲା । କ୍ରାଇମ୍‌ କରି କ୍ରିମିନାଲମାନେ ଜିଲ୍ଲା ବାହାର୍‌କେ ଫେରାର୍‌ ମାରିଥିଲେ । ମାତର୍‌କ ବଲାଙ୍ଗିର ପୁଲିସ୍‌ ପଂଝାନୁ ବର୍ତ୍ତି ନେଇ ପାର୍‌ଲେ ଅପରାଧୀ ମାନେ । ଘଟ୍‌ନା ଘଟ୍‌ବା ଦୁଇ ଦିନ ଭିତରେ ଇ ଘଟ୍‌ନାର ଦୁଇ ଝନ୍‌ ଅପରାଧୀ କେ ଜିଲ୍ଲା ବାହାରୁ କାବୁ କରିନେଲା ପୁଲିସ । ଖାଲି ଏତ୍‌କି ନାଇଁସେ ଗଲା କାଲି ଦୁଇ ଘନ୍‌ ଅଭିଯୁକ୍ତ କେ ନେଇ କରି ବଲାଙ୍ଗିର ପୁଲିସ ଖୁଲମ୍‌ ଖୁଲା ମଝା ଡାଁଡେ ଘଟ୍‌ନା ଘଟିଯିବାର୍‌ ଠାନେ ଖଚାଖଚ୍‌ ଲୋକ୍‌ ଭିଡ୍‌ ଭିତ୍‌ରେ ସିନ୍‌ ରିକ୍ରିଏସନ୍‌ କରି ନିଜର ଚକସ୍‌ ପନ୍‌ କେ ଆର୍‌ ଥରେ ପ୍ରମାଣିତ କରିଛେ । ଫେର୍‌ ଘଟନାର ପୁରା ଖୁଲାସା କରିଛନ୍‌ ମିଡିଆ ପ୍ରତିନିଧି ମାନ୍‌କର ଆଘେ ଏସ୍‌ପି ରିଷିକେଶ ଖିଲାରୀ । ନୂଆ ଏସ୍‌ପିଙ୍କର୍‌ ଏନତା ତୁର୍‌ତା ତୁର୍‌ତି କାର୍ଯ୍ୟାନୁଷ୍ଠାନ ଲାଗି ବଲାଙ୍ଗିରବାସୀ ତାହାକୁଁ ଶୁଭେଚ୍ଛା ଜନେଇଛନ୍‌ । ଇଆଡେ ଇ ଘଟ୍‌ନାର ଅଭିଯୁକ୍ତମାନଙ୍କୁ ଖୋବ୍‌ ଜଲ୍‌ଦି ଧର୍‌ବାର୍‌ ଥି ସଫଳ ହୋଇପାରିଥିବାର୍‌ ଲାଗି ଏସ୍‌ପି ନିଜର ପୁଲିସ ଟିମ୍‌ କେ ବି ଧନ୍ୟବାଦ ଜନେଇଛନ୍‌ ।

jittmm
Leave A Reply

Your email address will not be published.