oum

ମାନସିକ ଦୁଶ୍ଚିନ୍ତାକୁ ନିୟନ୍ତ୍ରଣ କରିବାକୁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଲାଲ୍‌ଟିକ୍ରା ପକ୍ଷରୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନସିକ ଦୁଶ୍ଚିନ୍ତାକୁ ନିୟନ୍ତ୍ରଣ କରିବାକୁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଲାଲ୍‌ଟିକ୍ରାଠାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିକାଲି ମଣିଷ ସମାଜ ଅନେକ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି । ଏହାକୁ କିଭଳି ଭାବରେ ରୋକାଯାଇ ପାରିବ ସେନେଇ ଉକ୍ତ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.