ମୁଖମନ୍ତ୍ରୀଙ୍କ କରକମଳରେ ଉଦ୍‌ଘାଟିତ ହେବ ବଲାଙ୍ଗିର ଉଦ୍ୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତଥା ଜିଲ୍ଲାର ସବୁଠାରୁ ବଡ ପାର୍କ ହେଉଛି ବଲାଙ୍ଗିର ଉଦ୍ୟାନ । ଆଉ ଏହି ବଲାଙ୍ଗିର ଉଦ୍ୟାନ ରହିଛି ବଲାଙ୍ଗିର ଟିଟିଲାଗଡ ରାସ୍ତା ବିଌାଖମନ୍‌ଠାରେ । ୭ ଏକର ଜାଗାରେ ଏହି ପାର୍କ ନିର୍ମିତ ହୋଇଥିବା ବେଳେ ଏହାର ନିର୍ମାଣ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସବୁଠାରୁ ବଡ କଥା ହେଲେ ଯେ ଆଜି ଏହି ପାର୍କକୁ ଓଡ଼ିଶାର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ।

Leave A Reply

Your email address will not be published.