
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଏକ ହନୁମାନ ମନ୍ଦିରରୁ ଚୋରୀ ହୋଇଥିବା ହନୁମାନଙ୍କ ୪.୫ କିଲୋଗ୍ରାମ ଓଜନ ବିଶିଷ୍ଟ ସ୍ଵର୍ଣ୍ଣ ଗଦାକୁ ଛତ୍ରପୁର ଥାନା ଆଇଆଇସିଙ୍କ ନେତ୍ତୃତ୍ଵରେ ଧରପଗଡ଼ ହୋଇ ଛତ୍ରପୁର ପୋଲିସ ଟିମ୍ ଦ୍ଵାରା ଜବତ କରି ମନ୍ଦିର କମିଟି ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଦଫା ଧାରା ଲଗାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।