ଅଳିଆରେ ଭର୍ତ୍ତି ତାଲପାଲିପଡା ସ୍କୁଲ ଛକ : ପୈାରପାଳିକାର କାମ ଶୂନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନେ ନୁହେଁ କି ଦୁଇ ଦିନ ନୁହେଁ ବାର ମାସ ଯାକ ଏଠି ଆର୍ବଜନାମୟ । ବଲାଙ୍ଗିର ସହରର ତାଲପାଲିପଡା ସ୍କୁଲ ଛକରେ ଆର୍ବଜନା ପଡି ରହିଥିବାରୁ ଦୁର୍ଗନ୍ଧ ଛୁଟୁଛି, ଯେଉଁଥି ପାଇଁ ଏ ରାସ୍ତାରେ ଯିବା ଆସିବା ପାଇଁ ପସନ୍ଦ କରନ୍ତି ନାହିଁ । ଏହାକୁ ନେଇ ଜୋର୍‌ ଧରିଲାଣି ଜନ ଅସନ୍ତୋଷ । ଏଠାକର ଲୋକମାନଙ୍କ କହିବା ଅନୁସାରେ ଯେ, କାଁ ଭାଁ କେବେ କେମିତି ପୋ÷ରକାଲିର ଦୟା ହୁଏ ଓ ଆସେ । ଯଦି ପୋ÷ରପାଳିକା ଏଥିପ୍ରତି ଧ୍ୟାନ ଦିଅନ୍ତେ ଓ ଏକ ଆର୍ବଜନା କୁଣ୍ଡ ନିର୍ମାାଣ କରନ୍ତେ, ତା’ହେଲେ ଏଣେ ତେଣେ ଆର୍ବଜନା ମଧ୍ୟ ନପଡାନ୍ତା ବୋଲି ଏଠାକାର ଲୋକମାନେ ମତବ୍ୟକ୍ତ କରନ୍ତି ।

Leave A Reply

Your email address will not be published.