ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

କନ୍ଧମାଳ : ପାବୁରିଆ ନିକଟରେ ବାଇକ୍ ଦୁର୍ଘଟଣା । ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ । ସାରଂଗଡ ପୋଲିସ ପହଞ୍ଚି ତଦନ୍ତ କରୁଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ପାବୁରିଆ ନିକଟରେ ଏଭଳି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ସ୍ଥାନୀୟ ଲୋକେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ସାରଙ୍ଗଗଡ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସାରଂଗଡ ପୋଲିସ ପହଞ୍ଚି । ଯୁବକଙ୍କ ମୃତଦେହ ଜବତ କରିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି

Leave A Reply

Your email address will not be published.