ହାତୀଓଟ ଗ୍ରାମ ଜରାଶ୍ରମ ପଞ୍ଚମୂଖୀ ହନୁମାନ ମନ୍ଦିରରେ ଅନୁଷ୍ଠିତ ପାରାୟଣରେ ଶ୍ରମମନ୍ତ୍ରୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଗ୍ରାମ ଜରାଶ୍ରମ ପଞ୍ଚମୂଖୀ ହନୁମାନ ମନ୍ଦିର ପରିସରରେ ରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନବଦିନ ବ୍ୟାପି ରାମ ଚରିତ୍ର ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି । ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ୬ଷ୍ଠ ଦିବସରେ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବଚନ ଲାଭ କରିଛନ୍ତି ।

Leave A Reply

Your email address will not be published.