oum

ଜିଲ୍ଲା ପରିଷଦ ପାଇଁ ଫର୍ମ କିଣିଲେ ୧୭ ଆଶାୟୀ

jsm

ପାଟଣାଗଡ଼ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିିୟା ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ପାଟଣାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୧୭ଟି ନାମାଙ୍କନ ପତ୍ର ବିକ୍ରି ହୋଇଛି । ହେଲେ କୌଣସି ଆଶାୟୀ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ନ ଥିବା ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଜଣାପଡ଼ିଛି ।

Leave A Reply

Your email address will not be published.