ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର କୁମୁଦିନୀ ପଟେଲ ଓ କୀର୍ତ୍ତି ଚନ୍ଦ୍ର ପଟେଲଙ୍କ ଝିଅ ହେମଙ୍ଗିନୀ ପଟେଲ ଗତ ବର୍ଷ ପରି ଏ ବର୍ଷ ମଧ୍ୟ ତାଙ୍କ ଜନ୍ମ ଦିନରେ କେକ୍ ନ କାଟି ଗୋଟିଏ ବର ଗଛ ଚାରା ରୋପଣ କରିବା ପାଇଁ ନିଜ ମା’ ଓ ବାପାଙ୍କୁ ଅନୁରୋଧ କରିଥିଲେ । ନିଜ ଝିଅର ଆଗ୍ରହ ଦେଖି ନିଜ ଘରେ ପୂଜା ପାଇଁ ଥିବା ବର ଗଛ ଓ ପିପଲ ଗଛକୁ ନେଇ ନିଜ ଗ୍ରାମ ପାଖ ନଇ କୁଳ ରାସ୍ତା କଡରେ ନିରାଡମ୍ବର ଭାବେ ଗଛ ଚାରା ରୋପଣ କରି ନିଜ ଜନ୍ମ ଦିନ ପାଳନ କରିଥିଲେ ।

Leave A Reply

Your email address will not be published.