lika

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ଭାଗବତ ଜନ୍ମ ପାଳିତ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାଦ୍ର ପୂର୍ଣ୍ଣିମା ଦିନ ଶ୍ରୀ ଶ୍ରୀ ନୃସିହନାଥ ମନ୍ଦିରଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଓ ମନ୍ଦିର ପୂଜକମାନଙ୍କ ଦ୍ଵାରା ଭାଗବତ ଜନ୍ମ ପାଳିତ ହୋଇଥିଲା । ଜଗନ୍ନାଥ ଦାସଙ୍କ ଲିଖିତ ଭାଗବତ ପ୍ରଥମ ସ୍କନ୍ଧରୁ ଦ୍ଵାଦଶ ସ୍କନ୍ଧ ପର୍ଯ୍ୟନ୍ତ ଭାଗ ଭାଗ କରି ଗାନ କରିଥିଲେ । ସଭାପତି ଗିରୀଶ ଚନ୍ଦ୍ର ନାୟକ, ସମ୍ପାଦକ ସତ୍ୟନାରାୟଣ ଯୋଷୀ, ଶଙ୍କର ପ୍ରସାଦ ଦାଶ, ମତୃପ୍ରସାଦ ରଥ, ଜନାର୍ଦ୍ଦନ ପଣ୍ଡା, ମୁନ୍ନା ଦେବତା, ଦୁର୍ଯ୍ୟୋଧନ ତ୍ରିପାଠୀ, ଶ୍ରାବଣ କୁମାର ପୁରୋହିତ, ଗଣେଶ ଚନ୍ଦ୍ର ନାୟକ, ନବୀନ ଚନ୍ଦ୍ର ନାୟକ, ବୁଲୁ ନାୟକ, ସିଦ୍ଧାର୍ଥ ପାଣିଗ୍ରାହୀ, ରଙ୍କମଣି ଦେବତା, ବିଭୂତି ଭୂଷଣ ମୁଣ୍ଡ, ନୀଳମଣି ପଣ୍ଡା, କୁଳମଣି ମିଶ୍ର, ନଗେନ୍ଦ୍ର ପାଣିଗ୍ରାହୀ, ନିମାଇଁ ନନ୍ଦ ହୋତା, ବ୍ରଜ କିଶୋର ପୁରୋହିତ, ସତ୍ୟ ପୁରୋହିତ, ସୁନୀଲ ପୁରୋହିତ, ଲଳିତ ମୋହନ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

babaa
Leave A Reply

Your email address will not be published.