centurian jitm

ଡିଭାଇଡରରେ ପିଟିହେଲା ଟ୍ରାଭେଲର : ଜଣେ ଆହତ

ଛତ୍ରପୁର : ହଠାତ୍ ଗାଈ ଚାଲି ଆସିବାରୁ ଡିଭାଇଡରରେ ପିଟିହେଲା ଟ୍ରାଭେଲର, ଜଣେ ଆହତ । ଏକ ଟ୍ରାଭେଲର ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଚମାଖଣ୍ଡି ଥାନା ଜାତୀୟ ରାଜପଥରେ ଡିଭାଇଡରକୁ ଧକ୍କା ଦେଇଛି । ଆହତ ଜଣଙ୍କ ହେଉଛନ୍ତି ଜାଭେଦ ଖାନ (୪୦ ବର୍ଷ) । ଜାତୀୟ ରାଜପଥ ପୁଲିସ ପାଟ୍ରୋଲିଂ ଟିମ୍ ଏବଂ ଚମାଖଣ୍ଡି ପୁଲିସ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଛି । ଦୁର୍ଘଟଣାଗ୍ରସ୍ତ ଗାଡିକୁ କ୍ରେନ୍ ଯୋଗେ ଜାତୀୟ ରାଜପଥ ଉପରୁ ହଟାଯାଇଛି ।

Leave A Reply

Your email address will not be published.