ବିଜେଡିର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସିନ୍ଧେକେଲା ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ଜିଲ୍ଲା ପରିଷଦ ପ୍ରାର୍ଥୀ ଚିରଞ୍ଜିବୀ ଜାଲ, ଯୁବନେତା ଚନ୍ଦନ ମହାନନ୍ଦ, ବିଶ୍ଵ ସାହୁ, ଦେବରାଜ ଦଣ୍ଡସେନା, ଘାସି ଥନାପତି, ଜିଲ୍ଲା ଯୁବ ସମ୍ପାଦକ ସୁଧା ଟାହାଣି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.