oum

ଜଳୁଛି ଶିମିଳିପାଳ : ସଙ୍କଟରେ ବନ୍ୟଜନ୍ତୁ

jsm

ଉଦଳା : ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ । ସଙ୍କଟରେ ବନ୍ୟଜନ୍ତୁ । ଦୀର୍ଘ ସମୟ ଧରି ଶିମିଳିପାଳ ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଜଙ୍ଗଲ ବିଭାଗ କର୍ମଚାରୀଙ୍କ କହିବାନୁସାରେ ନିଆଁ ଶିମିଳିପାଳର ଉପରମୁଣ୍ଡରେ ଲାଗିଛି ଯାହାକି କୋର ଏରିଆକୁ ମାଡିଛି । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି । ବଫର ଏରିଆ ଛାଡି କୋର ଏରିଆ ନିଆଁ ମାଡିଥିବା ବେଳେ ଶିମିଳିପାଳ ଏବେ ସଙ୍କଟରେ ।

Leave A Reply

Your email address will not be published.