ଗଞ୍ଜେଇ ଜବତ : ୧ ଗିରଫ ଓଡିଶା By Koshala Prabaha On Sunday 6th November 2022, 12:02 pm Share ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପୁଲିସ ଶନିବାର ସାନ୍ତୁମ ଗ୍ରାମରେ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ବାଞ୍ଛା ଗାଈଗୌରିଆ(୫୫)ଙ୍କୁ ଗିରଫ କରିଥିବା ଜଣାପଡିଛି । ଜବତ ଗଞ୍ଜେଇର ପରିମାଣ ୧୭ କେଜି ବୋଲି ପୁଲିସ ପ୍ରକାଶ କରିଛି । ଏନେଇ ବାଉଁଶୁଣି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । baunsuni newa