୫ଟି ଚୋରି ମୋଟର ସାଇକେଲ ଜବତ : ୧ ଗିରଫ

ପୁରୀ : ପୁରୀରେ ମଙ୍ଗଳବାର ୫ଟି ଚୋରି ମୋଟର ସାଇକେଲ ଜବତ ହୋଇଥିବା ଜଣାପଡିଛି । ଏଥିସହ ଜଣଙ୍କୁ ଗିରଫ କରିଛି କୁମ୍ଭାରପଡ଼ା ପୁଲିସ । ଗିରଫ ବ୍ୟକ୍ତି ହେଉଛନ୍ତି ପୁରୀ ସଂଗ୍ରାମ କ୍ଲବ ଲେନର ରଘୁନାଥ ମହାନ୍ତି(୨୭) । ଅଭିଯୁକ୍ତଙ୍କ ବିରୋଧରେ ପୁରୀ ଟାଉନ ଥାନା ଏବଂ କୁମ୍ଭାରପଡ଼ା ଥାନାରେ ତିନୋଟି ମୋକଦ୍ଦମା ରହିଛି ।

Leave A Reply

Your email address will not be published.