oum

ଭାଙ୍ଗ ଓ ଗଞ୍ଜେଇ ଜବତ : ୪ ବେପାରୀ ଗିରଫ

jsm

ଭୁବନେଶ୍ୱର : ରାଜଧାନୀରୁ ପୁଣି ଭାଙ୍ଗ ଓ ଗଞ୍ଜେଇ ଜବତ । ୫ କ୍ୱିଣ୍ଟାଲ ଭାଙ୍ଗ ସହିତ ୩୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଭାଙ୍ଗ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣ ଗିରଫ । ଚାରି ବେପାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

Leave A Reply

Your email address will not be published.