ପଣ୍ଡରାପାନି ଗ୍ରାମରେ ବାର୍‌ହା ମାଂସକୁ ଜବତ କଲା ବନ ବିଭାଗ, ସୂଚନା ଦେଲେ ଡିଏଫ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପଣ୍ଡରାପାନି ଗ୍ରାମରେ ବାର୍‌ହା ମାଂସକୁ ଜବତ କରି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ ବୋଲି ସୂଚନା ଦେଇଛନ୍ତି ଡିଏପ୍‌ଓ ନିତିଶ କୁମାର । ତେବେ ଅଭିଯୁକ୍ତ ଜଣକ ପଣ୍ଡରାପାନି ଗ୍ରାମର ସଞ୍ଜୀବ ବରିହା ହୋଇଥିବା ବେଳେ ଏହି ଚଢାଉରେ ପାଟଣାଗଡ ରେଂଜର ଅଧିକାରୀମାନେ ସାମିଲ ଥିବା ନେଇ ଡିଏପ୍‌ଓ କହିଛନ୍ତି ।

Leave A Reply

Your email address will not be published.