oum

ସର୍ବ ଭାରତୀୟ ସ୍ତରରେ ଆଇଏଫ୍‌ଏସ୍‌ ପରୀକ୍ଷାରେ ୨୪ତମ ରାଙ୍କରେ ଫତେହୁନୁ ଅଜିତ

jsm

ଯାଜପୁର : ସର୍ବ ଭାରତୀୟ ସ୍ତରରେ ଆଇଏଫ୍‌ଏସ୍‌ ପରୀକ୍ଷାରେ ୨୪ତମ ରାଙ୍କରେ ଉତ୍ତୀନ୍ନ ହୋଇଛନ୍ତି । ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ତୁଲତି ପଂଚାୟତର ଇସଲାମ ପୁର ଗ୍ରାମର ଏମ୍‌ଡି ଫତେହୁନୁ ଅଜିତ ଖାଁ । ଆଇଏଫ୍‌ଏସ୍‌ ପରୀକ୍ଷାରେ ୮୯ଜଣଙ୍କୁ ଚୟନ କରାଯାଇଥିଲା । ସେଥି ମଧ୍ୟରୁ ଫତେହୁଲୁ ୨୪ସ୍ଥାନରେ ରହିଛନ୍ତି । ସେ ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ପାଠ ପଢିଥିଲେ । ବାୟୋ ଟେକ୍‌ନୋଲୋଜିରେ ବିଟେକ୍‌ କରିଛନ୍ତି । ସେ ଏମଡ଼ି ଆଇ ଜେଡ ଖାଁ ଓ ନିଶାତଙ୍କ ପୁତ୍ର ।

Leave A Reply

Your email address will not be published.