ହୁସିଆର୍‌ : ରଟ୍‌ ଖରା ଥି ତତ୍‌ଲା ତାୱାର୍‌ ସହର୍‌ ପାଲ୍‌ଟିଛେ ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରଟ୍‌ ଖରା ଥି ତତ୍‌ଲା ତାୱାର୍‌ ସହର୍‌ ପାଲ୍‌ଟିଛେ ବଲାଙ୍ଗିର ସହର୍‌ । ସହର୍‌ବାସୀ ହୁସିଆର୍‌ ହେବାର୍‌ ଦର୍‌କାର୍‌ । ଦିନର୍‌ ୮ ବଜେ ନୁଁ ଠୁକୁଛେ ନିର୍‌ଧୁମ୍‌ ଖରା । ବେଲ୍‌ବୁଡ଼ା ତକ୍‌ ନିସ୍‌ତାର୍‌ ନେଇଁ । ଖରାର୍‌ ସମିଆଁ ଥି ନିହାତି କାମ୍‌ ନେଇଁ ପଡ଼୍‌ଲେ କିହେ ଘରୁ ନେଇଁ ବାହାରୁନ୍‌ । ଘରେ ଥାବେ ରହୁନ୍‌ । ଯଦି ଜୁରୁରୀ କାମ୍‌ ଥି ବାହାର୍‌ବାକେ ପଡ଼ୁଛେ ବଏଲେ ମୁଡେ଼ କରିଆ ଭିଡ଼ୁନ୍‌ ଆର୍‌ ପିଇବାର୍‌ ପାଏନ୍‌ ପାଖେ ରଖୁନ୍‌ । ଖରାଦିନିଆ ଝଉ କେ ଉସାସେ ନେଇଁ ନଉନ୍‌ । ରୋଡ୍‌ ରାସ୍‌ତା ଉସାର୍‌ କର୍‌ବାକେ ସହରର୍‌ ସବୁ ଶହ ଶହ ବଛରର୍‌ ଗଛ କାଟି ଦିଆ ହେଲା ଉତ୍‌ରୁ ଏଛେନ୍‌ ନାଡ଼ୁମୁଡ଼ିଆ ବଲାଙ୍ଗିର ସହର୍‌ । କେଁଚୁଛେ ନିର୍‌ଘାତ୍‌ ତାଲୁଫଟା ଖରା । ହୁସିଆର୍‌ ।

Leave A Reply

Your email address will not be published.