centurian jitm

ଆଜି ରାଉରକେଲା ଆସୁଛି ହକି ବିଶ୍ୱକପ୍‌ ଟ୍ରଫି

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱକପ୍‌ ହକିକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଛି । ଗୁରୁବାର ବିଶ୍ୱକପ୍‌ ଟ୍ରଫି ରାଉରକେଲାରେ ପହଞ୍ଚିବ । ଟ୍ରଫିକୁ ସ୍ୱାଗତ କରିବା ଲାଗି ଇସ୍ପାତ ସହରବାସୀ ପ୍ରସ୍ତୁତ ହୋଇ ରହିଛନ୍ତି । ରାଉରକେଲା ଇସ୍ପାତ ସହରର ବିଭିନ୍ନ ଅଞ୍ଚଳରେ ଟ୍ରଫିକୁ ସ୍ୱାଗତ କରିବା ଲାଗି ଉତ୍ସାହିତ ହୋଇ ରହିଛନ୍ତି ।

Leave A Reply

Your email address will not be published.