om academy

ଆସାମରେ ଆଜି ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

jsm

ଆସାମ : ଆସାମରେ ଆଜି ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ବିଜେପି ବିଧାୟକ ଦଳର ବୈଠକ ପରେ ହିମନ୍ତ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହୋଇଥିଲା । ଆଜି ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଶର୍ମାଙ୍କ ସହ ଆଉ କେଉଁ ମନ୍ତ୍ରୀ ଶପଥ ନେବେ କି ନାହିଁ ତାହା ଜଣା ପଡି ନାହିଁ । କ୍ରମାଗତ ପଞ୍ଚମ ଥର ପାଇଁ ଜାଲୁକବାରୀ ଆସନରୁ ଶର୍ମା ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.