centurian jitm

ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମନୋନୀତ

nschool

ମୁରିବାହାଲ : ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟାଳୟ ପାଇଁ ମନୋନୀତ ହୋଇଛି । ପ୍ରକାଶ ଯେ, ଏହି ସ୍କୁଲର ୧୭୬ଜଣ ଛାତ୍ରଛାତୀ ୨୦୨୦-୨୧ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ହାଇସ୍କୁଲକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । କିନ୍ତୁ ଗତ ୨୨ବର୍ଷ ହେବ ହାଇସ୍କୁଲରେ ସ୍ଥାୟୀ ଗଣିତ ଶିକ୍ଷକ ନଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ପ୍ରଚେଷ୍ଟାରେ ଏବେ ଜଣେ ଯୁବ ଇଞ୍ଜିନିୟର ଛାତ୍ରଛାତ୍ରୀଙ୍କୁ ଗଣିତ ଶିକ୍ଷା ଦେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.