om academy

ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀପଲ

jsm

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ । ହାତୀପଲ ଗାଁରେ ପଶି ଉପଦ୍ରବ କରି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଛନ୍ତି । ଗତ ୪ରୁ ୫ ଦିନ ହେବ ହାତୀପଲ ସୁନ୍ଦରଗଡ଼ ଫରେଷ୍ଟ ରେଞ୍ଜ ଅଞ୍ଚଳର ଆମସଡେଗି ମହୁଲଯୋର ଘଣ୍ଟିବୁଡ ଗ୍ରାମରେ ପଶି ଘର ଭାଙ୍ଗି ଫସଲ ନଷ୍ଟ କରୁଛନ୍ତି । ପହାନ୍ତିଆରେ ଜଙ୍ଗଲରେ ପଶି ପୁଣି ରାତ୍ରିରେ ଜନବସତି ମୁହାଁ ହେଉଛନ୍ତି । ଫଳରେ ଲୋକେ ଆତଙ୍କିତ ହୋଇ ରହୁଛନ୍ତି ।

Leave A Reply

Your email address will not be published.