om academy

ବଗିଚା ନଷ୍ଟ କଲେ ହାତୀପଲ

jsm

ଯୁଯୁମୁରା : ପଡିଆବାହାଲ ରେଞ୍ଜ ବଡସାହିର ସେକ୍ସନ୍‌ ଅନ୍ତର୍ଗତ ବଡସାହିର ଗ୍ରାମରେ ପ୍ରାୟ ୨୭ଟି ହାତୀ ଦଳବଦ୍ଧ ଚାଷୀ କୈଳାସ ପ୍ରଧାନଙ୍କ ବଗିଚା ଉଜାଡି ଦେଇଛନ୍ତି । ଆମ୍ବ, ପିଜୁଳି, ମକା, ପନିପରିବା ସହ ପାଣି ପାଇପ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି । ସରୋଜ ବୀରଗଠିଆଙ୍କ ଧାନ ଫସଲ ମଧ୍ୟ ନଷ୍ଟ କରିଦେଇଛନ୍ତି । କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.