ହାତୀ ଆକ୍ରମଣର ଶିକାର ହେଲେ ବୃଦ୍ଧ

ଦେବଗଡ : ଦିନକୁ ଦିନ ହାତୀ ଉପଦ୍ରବ ବଢି ବଢି ଚାଲିଥିବା ବେଳେ ଆଜି ଦେବଗଡ ଥାନା କାଳକାଠ ଗ୍ରାମର ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି । ମୃତ ବୃଦ୍ଧ ଜଣକ ୬୦ ବର୍ଷିୟ ଚେରୁ କିସାନ ବୋଲି ଜଣାପଡିଛି । ତେବେ ତାଙ୍କୁ ଦନ୍ତା ହାତୀଟି କଚାଡି ମାରିଦେଇଥିବା ବେଳେ ଘଟଣାସ୍ଥଳରେ ଦେବଗଡ ରେଞ୍ଜର ଦେବଦତ୍ତ ନନ୍ଦ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.