oum

କୁଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ

jsm

ନୀଳଗିରି : କୂଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ ଘଟିଥିବା ଖବର ମିଳିଛି । ଅଭୟାରଣ୍ୟରେ ହାତୀ ମୃତଦେହ ପଡିଥିବା ଖବର ପାଇ ଶିମିଳିପାଳ ବନ ବିଭାଗ ସହ ୪ଟି ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଥିବା ବେଳେ କେଉଁ କାରଣରୁ ହାତୀର ମୃତ୍ୟୁ ଘଟିଛି ତାହା ଜଣାପଡି ନାହିଁ । ତେବେ ଅଭୟାରଣ୍ୟରେ ଏକାଧିକ ହାତୀ ମରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.