oum

ଭାରସାମ୍ୟ ହରାଇ ସଡକ ଦୁର୍ଘଟଣା : ୧ ଗୁରୁତର

jsm

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଡାହିମାଲଠାରେ ବିଲକୁ ଯିବା ସମୟରେ ଜଣେ ବ୍ୟକ୍ତି ଭାରସାମ୍ୟ ହରାଇ ବାଇକରୁ ପଡିଯାଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବ୍ୟକ୍ତି ଜଣକ ଡାହିମାଲର ମଝିଆଁ ପ୍ରଧାନ(୪୦) ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.