om academy

୧୧ କେଭି ତାର ସଂସ୍ପର୍ଶରେ ଆସି ୨ ଗୁରୁତର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଲେଇସାଥୀ ଗାଁରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଦୁଇଜଣ ଗୁରୁତର ଥିବା ଜଣାପଡିଛି । ଗୁରୁତର ଦୁଇଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ବେଳେ ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ରାଉରକେଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.