ଗାଁକୁ ବିଦ୍ୟୁତ୍‌ ଯୋଗାଣ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭୋଟିଲେ ଭରସୁଜା ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁକୁ ବିଦ୍ୟୁତ୍‌ ଯୋଗାଣ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭୋଟିଛନ୍ତି ଭରସୁଜା ଗ୍ରାମବାସୀ । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଭରସୁଜା ଗ୍ରାମକୁ ସଠିକ୍‌ ଭାବରେ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ । ଲୋଇସିଂହା ନିର୍ବାଚନ ମଣ୍ଡଳୀ ଭରସୁଜାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଗତକାଲି ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ସେମାନଙ୍କ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ସେମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.