oom

ବେଆଇନ ଗୋରୁ ବୋଝେଇ ଗାଡି ଓଲଟି ୫ଗୋରୁ ମୃତ

jsmm

ଭଦ୍ରକ, (କେପିଏନ୍‌ଏସ୍‌) : ବେଆଇନ୍‌ ଗୋରୁ ବୋଝେଇ ଗାଡି ଓଲଟି ୫ଗୋରୁଙ୍କ ମୃତ ହୋଇଛି ବୋଲି ଖବର ମିଳିଛି । ବେଆଇନ ଗୋରୁ ବୋଝେଇ ପିକଅପ ଗାଡି ୩୦ରୁ ଅଧିକ ଗୋରୁଙ୍କୁ ନେଇ ଧାମନଗର ଆଡକୁ ଯାଉଥିଲା । ତେବେ ଗାଡିଟି ଦ୍ରୁତ ଗତିରେ ଥିବାରୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ଭଣ୍ଡାରିପଦି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଲରେ ଘଟଣା ସ୍ଥଲରେ ୫ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜୀବିତ ଥିବା ଅନ୍ୟ ଗୋରୁ ଗୁଡିକ ପଲାଇ ଯାଇଛନ୍ତି । ଉତ୍ୟକ୍ତ ଲୋକେ ଗୋରୁଙ୍କ ମୃତଦେହ ରଖି ଭଦ୍ରକ ଧାମନଗର ରାସ୍ତା ଅବରୋଧ କରିଛନ୍ତି । ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

jittmm
Leave A Reply

Your email address will not be published.