ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରାମଜୀ ମନ୍ଦିରଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କର ଗୀତ ଉନ୍ମୋଚିତ ହୋଇଯାଇଛି । ପ୍ରଭୁ ଶ୍ରୀରାମ ଚନ୍ଦ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏହିପରି ସମୟରେ ପ୍ରଭୁ ରାମଙ୍କ କୋଶଲି ଭାଷାରେ ଏକ ସୁନ୍ଦର ଭଜନ ଆର.କେ. ମିଡିଆ ପ୍ରଯୋଜିତ ଆଜି କଣ୍ଠ ବ୍ୟାସଦେବ ପୁରୋହିତ ଓ ପ୍ରତିନନ୍ଦ ମିଶ୍ର, ସଂଗୀତ ପରିଚାଳନା ଶାଶ୍ୱତ କୁମାର ତ୍ରିପାଠି, କ୍ୟାମେରା ଗୋପାଳ ମେହେର, ନିର୍ଦ୍ଦେଶକ ବିକାଶ କଟୁଆଲ, ପ୍ରଯୋଜକ କବିରାଜ ହୋତା ଓ ଅଭିନେତା ଓ ଅଭିନେତ୍ରୀ ଆଶୃଚନ ମହାନ୍ତି, ଅନିତା ତ୍ରିପାଠି, ଦୁର୍ବାଦଳ ମହାକୁର, ଗୋପାଳ ପଣ୍ଡା । ରସରାଜ ଅଚ୍ୟୁତ ପୁରୋହିତ, କପିଳେଶ୍ୱର ଖମାରି, ସଂସ୍କୃତି ଷଡଙ୍ଗି, ପ୍ରଭାକର ମିଶ୍ର, ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର, ଶାନ୍ତନୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
Next Post