centurian jitm

ଦେଶୀ ମଦ ଓ ମହୁଲ ପୋଚ ଜବତ, ୨ ଗିରଫ୍‌

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ଥାନା ଚରେଇମରା ଗାଁରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ବେଳେ ଚଢାଉ କରି ୨୫୪ ଲିଟର ଦେଶୀ ମଦ ଏବଂ ୮୦୦ କେଜି ମହୁଲ ପୋଚ ଜବତ କରି ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଦେଶୀ ମଦ କାରବାର ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚରେଇମରାରେ ଚଢାଉ କରି ଅନାଦି କମ୍ଭାର(୪୯) ଓ ଗୁରୁଦେବ କନ୍ଧାର(୬୦)ଙ୍କୁ ଗିରଫ କରିଥିଲା । ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.