ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଭାରତ ବନ୍ଧ ଡ଼ାକରା ଯୋଗୁଁ ଜିଲ୍ଲା ବ୍ୟାପୀ ଆଗାମୀ ୨୮ ତାରିଖ ଦିନ ଘରୋଇ ବସ୍ ସେବା ବନ୍ଦ ରହୁଥିବା ବେଳେ ୨୯ ଦିନ ଘରୋଇ ବସ୍ ସେବା ଚାଲୁ ରହିବ ଓ ସମସ୍ତ ବସ୍ ଚଳାଚଳ କରିବ ବୋଲି ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା ଜଣାଇଛନ୍ତି । ଜିଲ୍ଲାର ସମସ୍ତ ବସ୍ଯାତ୍ରୀ ମାନଙ୍କ ସୁବିଧା ଓ ବିବାହ ଆଦି ସାମାଜିକ କାର୍ଯ୍ୟକ୍ରମ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
Next Post