centurian jitm

ଘରେ ଲାଗିଲା ନିଆଁ, ୪ ଉଦ୍ଧାର

nschool

ବରଗଡ, (ମୁନ୍ନା ସାହୁ) : ଘରେ ଲାଗିଲା ନିଆଁ, ୪ ଉଦ୍ଧାର । ବରଗଡ଼ ଖଜୁରଟିକ୍ରାର ଏକ ଘରେ ଲାଗିଲା ନିଆଁ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଲାଗିଥିବା ଘର ଭିତରୁ ୪ ଜଣକୁ ଉଦ୍ଧାର କରାଯାଇଛି ସୂଚନା ଅନୁସାରେ ବରଗଡ଼ ସହରର ଖଜୁରଟିକ୍ରା ୱାର୍ଡ ନମ୍ବର ୧୮ରେ ଏକ ଘରେ ରବିବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ ଘର ଭିତରେ ପରିବାରର ୪ ଜଣ ଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ପହଞ୍ଚି ପରିବାରର ୪ ଜଣଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.