ପଞ୍ଚାୟତସ୍ତରୀୟ ମାହେଶ୍ୱରୀ ସଂଗଠନ ଗଠିତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକରେ ମାହେଶ୍ୱରୀ ସଂଗଠନର ରୋତ ପଞ୍ଚାୟତସ୍ତରୀୟ ସଙ୍ଗଠନ ଗଠନ କରାଯାଇଛି । ଏଥିରେ ବୀରେନ୍ଦ୍ର ସାହୁଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମରେ ରୋତ ସରପଞ୍ଚ ଜୟଲାଲ୍‌ ସିନ୍ଦୁରଙ୍କ ସମେତ ଅନେକ ଯୁବକ ଯୁବତୀ ସାମିଲ ଥିଲେ ।

Leave A Reply

Your email address will not be published.