oom

କଣ୍ଟାବାଞ୍ଜି ବିଧାୟକଙ୍କ ମୁରିବାହାଲ ବ୍ଲକ ଗସ୍ତ

jsmm

ମୁରିବାହାଲ, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଗୁରୁବାର ମୁରିବାହାଲ ବ୍ଲକ ଲେବଡା ଓ ଟୁପାଉଡାର ପଞ୍ଚାୟତ ଗସ୍ତ କରିଛନ୍ତି । ସେ ଉଭୟ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ତାଙ୍କ ସହିତ ଯୁବନେତା ଅମିତ ସିଂହ ସାଲୁଜା, ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ବେଲାରସେନ ବେହେରା, ପୀତବାସ ବେହେରା, ଉମେଶ ସିଂ ବର୍ମା, ଯଦୁପତି ଅଗସ୍ତି, ଗିରିଧାରୀ ସାହୁ, ଶଶୀ ମିଶ୍ର, ଜିତେନ ହାତୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.