oum

ପରିବହନ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

jsm

ମାଲକାନଗିରି : ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହ ଓ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମାଲକାନଗିରି ଗସ୍ତକରି ନିର୍ମାଣଧୀନ ଏୟାରଷ୍ଟ୍ରିପ କାର୍ୟ୍ୟ ତ୍ୱରାନ୍ୱିତ ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ବିଶାଲ ସିଂ ଏୟାରଷ୍ଟ୍ରିପ କାର୍ୟ୍ୟର ଅଗ୍ରଗତି ବିଷୟରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.