ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ସୁରିନାମର ରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍‌ଟୋଖି । ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ ସାଣ୍‌ଟୋଖିଙ୍କୁ ନିମନ୍ତ୍ରଣ କରିଥିଲେ ଭାରତ ସରକାର । ନିମନ୍ତ୍ରଣ ରକ୍ଷା କରିବାକୁ ସେ ରାଜି ହୋଇଛନ୍ତି ।

Leave A Reply

Your email address will not be published.