oum

୪ କେଜି ଗଞ୍ଜେଇ ଜବତ ସହ ୨ ଗିରଫ

jsm

ଯାଜପୁର : ଯାଜପୁର ସଦରଥାନା ଅନ୍ତର୍ଗତ ଖଣ୍ଡାସ ନିକଟରୁ ୪ କେଜି ଗଞ୍ଜେଇ ସହ ୨ ଜଣ ଯୁବକଙ୍କୁ ଯାଜପୁର ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯାଜପୁର ସଦର ଥାନା ବାଲିଗୁଡ଼ା ମଙ୍ଗରାଜପୁର ଗ୍ରାମର ରାଜା ମଲ୍ଲିକ ନିରଞ୍ଜନ ମଲ୍ଲିକ ଏକ ସ୍କୁଟି ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲେ । ତାଙ୍କ ଠାରୁ ୪ କେଜି ଗଞ୍ଜେଇ ଗୋଟିଏ ସ୍କୁଟି ଓ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.