ଶ୍ରୀଜୀଉଙ୍କ ଗଜାନନ ବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଧିବଦ୍ଧ ଭାବେ ତିନି ଠାକୁର ଓ ସୁଦର୍ଶନ ମହାପ୍ରଭୁଙ୍କୁ ମହାସ୍ନାନ କରାଇ ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଗଜାନନ ବେଶ ଓ କମ୍‌ ସଂଖ୍ୟକ ଭକ୍ତଙ୍କ ସମାଗମରେ ଶୃଙ୍ଖଳିତ ଦର୍ଶନ ସମାହିତ ହୋଇଛି । ସନ୍ଧ୍ୟାରେ ମହାପ୍ରଭୁଙ୍କ ରାଜ-ଆଳତୀ, ସ୍ତବପାଠ, ବନ୍ଦନା, ମିଷ୍ଟାନ୍ନ ପ୍ରସାଦ ବିତରଣ ସହ କୋରନା କଟକଣା ମଧ୍ୟରେ ସମାହିତ ହୋଇଛି ।

Leave A Reply

Your email address will not be published.