କଣ୍ଟାବାଞ୍ଜି ସହରର ପ୍ରତ୍ୟେକ ରାସ୍ତା ମଝିରେ ବୁଲା ଗାଈଗୋରୁ ଜମା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ପ୍ରତ୍ୟେକ ରାସ୍ତା ମଝିରେ ବୁଲା ଗାଈଗୋରୁ ଜମା ହୋଇଥିବା ଦେଖିବାକୁ ମିଳିଛି । ଗାଡି ମଟର ଚଳାଚଳ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାର ଆଶଂକା ରହୁଛି ଏହା ସହ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.