ls

ଗଛରେ ବାଇକ ପିଟି ହୋଇ : ଦୁଇ ମୃତ, ଜଣେ ଗୁରୁତର

sb

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ବାଟାଗୁଡାରେ ଏକ ବାଇକ ଭାରସାମ୍ୟ ହରାଇ ଗଛକୁ ପିଟି ହେବାରୁ ବାଇକରେ ବସିଥିବା ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ଓ ମୃତକ ଦୁଇ ଜଣ ହେଲେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଦାନୁଙ୍ଗିଆ ଗାଁର ରିବିୟାନ ମାଝୀ ଏବଂ ଆହାତ ହେଲେ ଅନନ୍ତ ମାଝୀ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳି ପାରିନାହିଁ ନାହିଁ । ଶନିବାର ଦିନ ଦଶଟା ବେଳେ ଗାଁରୁ ତିନିଜଣ ଗୋଟିଏ ବାଇକରେ ବାଲିଗୁଡାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

pc pk
Leave A Reply

Your email address will not be published.