ଆର୍‌ ନେଇଁନ’ କୋଶଲୀ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍‌ ନେଇଁନ’ କୋଶଲୀ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ । ହଠାତ୍‌ ଦିହିଁ ଯହ ଖରାପ ହେଇଗଲା ବଲି ଗଲାକାଲି ବେଲ୍‌ବୁଡ଼ା କେ ନିମାଇଁ ଚରଣ ପାଣିଗ୍ରାହୀଙ୍କୁ ବରଗଡ଼ ବିକାଶ ହସ୍‌ପିଟାଲ୍‌ କେ ନେଇକରି ଆଡ୍‌ମିସନ୍‌ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥା ଥି ଆଏଜ୍‌ ଦିନର ପାଖାପାଖି ଦିନର୍‌ ୧ ବଜେ ତାଙ୍କର ଦେହାନ୍ତ ହେଇଯାଇଛେ । ହାର୍ଟ ଆଟେକ୍‌ ନୁଁ ତାଙ୍କର ପରଲୋକ୍‌ ହେଇଥିବାର କୁହାଯାଉଛେ । ନିମାଇଁ ଚରଣଙ୍କୁ ହରେଇ କରି ଇ’ ମାଟି ଜଣେ ମହାନ୍‌ ସାହିତ୍ୟ ସାଧକ, ଗବେଷକ, ସାଂଗ୍ରାହକଙ୍କୁ ହରେଇଛେ । ତାଙ୍କର୍‌ ଭଲିଆ ଜନେ କୋଶଲ ପ୍ରେମୀ ଆର୍‌ କେଭେ ଖୁଜ୍‌ଲେ ନୁର୍‌ଲେ ବି ନେଇଁ ମିଲନ୍‌ନ’ ବଲି ଲୋକ୍‌ ଛାତି ଥି ହାତ୍‌ ଦେଇକରି କହୁଛନ୍‌ । ବଲାଙ୍ଗିର ସହର ପାଖର ସିନ୍ଦୁରବାହାଲ ଗାଁ ହଉଛେ ନିମାଇଁ ଚରଣ ପାଣିଗ୍ରାହୀଙ୍କର ଗାଁ । ଜଂଗଲ ବିଭାଗ ଥି ଫରେଷ୍ଟର୍‌ ଭାବେ ଚାକରୀ କରି ଅବସର ନେଇଥିଲେ । ତାଙ୍କର ୪ଟା ଝି’ । ସମ୍‌କୁ ବିହାଚୁରା କରି ସାରିଥିଲେନ’ । ଖୋବ୍‌ ଗହ ଗହ ମହ ମହ ମୁନୁଷ୍‌ । ମୁନୁଷ୍‌ ଜୀବନ୍‌ କେ କେନ୍‌ତା କରି ଜିଇଁବାର୍‌ କଥା, ସେ କଳା ତାହାଙ୍କୁ ଭଲ୍‌ ଭାବେ ଜନାଥିଲା । ଲୋଭ୍‌ ବଲ୍‌ବାର୍‌ ଜିନିଷ୍‌ ତାହାଁକୁ କେଭେ ଛିଁ ନେଇଁପାରି ମେତାନ୍‌ ଲାଗ୍‌ସି । ଯେ’ ତାହାକୁଁ ଥରେ ଅଧେ ବି ଭେଟିଛେ, ତାଙ୍କର୍‌ ଶର୍‌ଧା କେ ପାଶ୍‌ରି ନେଇଁପାରେ । ହର୍‌ମେସ୍‌ ଦିଲ୍‌ ଖୁସ୍‌…. ଯେତେ ଯାହା ହେଲେ ବି ମୁହୁଁ ନୁ ହଁସି ନେଇଁ ଉତ୍‌ରେ । ତାଙ୍କର କୋଶଲୀ କଥାନୀ ଖୋବ୍‌ ମଧୁର୍‌ । କୋଶଲୀ ସାହିତ୍ୟ କେ ସମୃଦ୍ଧ କର୍‌ବାର୍‌ ଲାଗି ଖୋବ୍‌ ଲେଖା ଛାଡ଼ି ଯାଇଛନ୍‌ ନିମାଇଁ । ଇତାର୍‌ ସାଂଗେ ତାଙ୍କର କୋଶଲ ମ୍ୟୁଜିଅମ୍‌ କୋଶଲ ମାଏଟ୍‌ ଲାଗି ଗୁଟେ ବଡ୍‌ ଭାରି ଉପ୍‌ହାର୍‌ । କୋଶଲୀ ଭାଷା ସାହିତ୍ୟର ଲାଗି ତାଙ୍କର ଯୋଗଦାନ ଅମର୍‌ ହେଇରହେବା । ତାଙ୍କର ଚାଲିଚଲନ୍‌, ଜିନ୍ଦାଦିଲ୍‌ ପନ୍‌ ଉନ୍‌ଝା ମାନ୍‌କୁ ବାଟ୍‌ ଦେଖାବା ।

Leave A Reply

Your email address will not be published.