ଅନଗୁଳ : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଇଏସ୍ଆଇସି କୋଭିଡ ହସ୍ପିଟାଲରେ ପହଞ୍ଚି କୋଭିଡ ସଂକ୍ରମିତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଔଷଧ ଓ ଅକ୍ସିଜେନର ଷ୍ଟକ ଓ ଆବଶ୍ୟକତା ବିଷୟରେ ଡାକ୍ତରଙ୍କ ସହ ବିଚାର ବିମର୍ଶ କରିଥିଲେ । ହସ୍ପିଟାଲରେ ଥିବା ସଂକ୍ରମିତଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଫେରିଥିଲେ ।
Prev Post
Next Post