ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣାଧିନ ଲୋୟର ସୁକତେଲ ଡ୍ୟାମ୍‌ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣାଧିନ ଲୋୟର ସୁକତେଲ ଡ୍ୟାମ୍‌କୁ ପରିଦର୍ଶନ କରାଯାଇଥିବା ଜଣାପଡିଛି । ଏହି ପରିଦର୍ଶନରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେକ୍ଟର, ଏସପି, ସେ୍‌ସ୍ପସାଲ ଏଲ୍‌ଏଓ, ପିଡି ଆର୍‌ଆର୍‌, ସିସି ଏବଂ ଅନ୍ୟ ଅଧିକାରୀମାନେ ଲୋୟର ସୁକତେଲ ଡ୍ୟାମ୍‌, ସ୍ପିଲୱେ ସାଇଟ୍ ଏବଂ କିଛି ଗାଁ ପରିଦର୍ଶନ କରିଛନ୍ତି । ନିର୍ମାଣାଧିନ ଡ୍ୟାମ୍‌ କାମର ଅଗ୍ରଗତି ସଂପର୍କରେ ତଦାରଖ କରିଥିବା ବେଳେ ଅଧିକାରୀ ମାନେ ପ୍ରଭାବିତ ପରିବାରଗୁଡିକର ବିଭିନ୍ନ ଅସୁବିଧା ସୁବିଧା ପଚାରି ବୁଝିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.