ଦୁର୍ଘଟଣାଗ୍ରସ୍ତ ଗାଈର ଚିକିତ୍ସା କଲା ବଜରଙ୍ଗ ଦଳ

ତୁଷୁରା, (କେପିଏନ୍‌ଏସ୍‌) : ରାଧାରଣୀପଡାରେ କୌଣସି ଗାଡି ଧକ୍କାରେ ଗୋଟିଏ ଗାଈ ଆହତ ହୋଇଥିଲା । ସୂଚନା ପାଇ ତୁଷୁରା ବଜରଙ୍ଗ ଦଳ କର୍ମକର୍ତ୍ତାମାନେ ରାସ୍ତାକଡରେ ଉକ୍ତ ଆହତ ଗାଈର ଚିକିତ୍ସା କରିଥିଲେ । ଏଥିରେ ତୁଷୁରା ବଜରଙ୍ଗ ଦଳର ଦୀପକ ଭୋଇ, ଚିତ୍ତରଞ୍ଜନ ମାଝୀ, ସାହିଲ ଚିନ୍ଦା, ସଙ୍ଗମ ପଟ୍ଟନାୟକ, ଭୀମରାଜ୍‌ ସେଠ୍‌, ସୁବ୍ରତ ଚିନ୍ଦା, ଅନିଲ ଶର୍ମା, ରୋଶନ ବେହେରା ଓ ମିଥୁନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.