ଚନ୍ଦ୍ରଶେଖରପୁର ରାସ୍ତାରେ ଦୁର୍ଘଟଣା

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରାସ୍ତାରେ ଦୁର୍ଘଟଣା । କାର୍‌ ସ୍କୁଟର ମୁହାଁମୁହିଁ । ସ୍କୁଟରକୁ ୩୦ ମିଟର ଘୋଷାଡି ନେଲା ୱାଗନର୍ କାର୍ । ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲେ ଉଭୟ ଆମ୍ବୁଲାନ୍ସ ବିହାର ଥାନା ପିସିଆର । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ସ୍ଥାନୀୟ ମୈତ୍ରୀ ବିହାର ଥାନା ଅଧିକାରୀ ପହଞ୍ଚି ଦୁଇଟି ଗାଡ଼ି ଜବତ କରିବା ସହ ଅଧିକ ଛାନଭିନ ତଦନ୍ତ କରୁଛି ।

Leave A Reply

Your email address will not be published.