ସ୍କୁଟର ମଦ ଚାଲାଣ ବେଳେ ଦୁର୍ଘଟଣା

ଜଗତସିଂହପୁର : ସୋମବାର ସକାଳୁ ଏକ ବେନାମୀ ସ୍କୁଟିରରେ କିଛି ପେଟି ମଦ ଚୋରାରେ ଚାଲାଣ ହେଉଥିବା ବେଳେ ସ୍କୁଟର ଚାଳକ ଭାରସାମ୍ୟ ରକ୍ଷା ନକରି ପାରି ସହରର ଗାନ୍ଧିଛକ ନିକଟରେ ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲେ । ଫଳରେ ଉଭୟ ସାଇକେଲ ଓ ସ୍କୁଟର ଚାଳକ ରାସ୍ତା ଉପରେ ପଡିଯାଇଥିଲେ । ମଦ ପେଟି ରାସ୍ତାରେ ଗଡ଼ିଥିଲା ବେଳେ ଜଣେ ମହିଳା ଟ୍ରାଫିକ ପୋଲିସ ପହଞ୍ଚି ଆହତ ସାଇକେଲ ଚାଳକଙ୍କୁ ମେଡିକାଲ ପଠେଇଥିଲେ ।

Leave A Reply

Your email address will not be published.

error: Content is protected !!