ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୧ ମୃତ ଓଡିଶା By Koshala Prabaha On Friday 24th February 2023, 10:17 am Share ରାୟପୁର : ଛତିଶଗଡର ଭଟ୍ଟାପାରର ଗାଁ ଖାମରିଆ ନିକଟରେ ଏକ ଟ୍ରକ୍ ଏବଂ ପିକଅପ୍ ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଟ୍ଟାପାର ଏବଂ ବାଲୋଡା ବଜାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । raipur news