ls

ବଲାଙ୍ଗିର ସଦର ଥାନା ନିକଟରେ ବାଇକ୍ ଦୁର୍ଘଟଣାରେ ୨ ଗୁରୁତର

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ନିକଟରେ ବାଇକ୍ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତ ଗୁରୁତରମାନେ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଆଠଗଡ ପଞ୍ଚାୟତ ଅନ୍ତର୍ଗତ ମହାଦେବପାଲିର ମଧୁସୁଦନ ପ୍ରଧାନ ଓ ଉତ୍ତମ ବେହେରା । ସୂଚନା ଅନୁସାରେ, ଉଭୟେ ମହାଦେବପାଲିରୁ ଗୁଡିଘାଟ ଯାଉଥିବା ସମୟରେ ସଦର ଥାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସଦର ପୋଲିସ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

pc pk
Leave A Reply

Your email address will not be published.